ଶ୍ରୀ ମନ୍ଦିର ନୀତି

Starting From Akhaya Trutia 2025

ID Date Niti Time Extra Niti Time
2313 2025-06-27 ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା
2312 2025-06-27 ରାତ୍ର ପହୁଡ଼ ହୋଇନାହାନ୍ତି
2311 2025-06-27 ରାତ୍ର ପହୁଡ଼ ସମ୍ପୂର୍ଣ୍ଣ ହୋଇଅଛି 00:51:00
2310 2025-06-27 ବଡ଼ସିଂହାର ଭୋଗ ସମ୍ପୂର୍ଣ୍ଣ ହୋଇଅଛି 00:29:00
2309 2025-06-27 ବଡ଼ସିଂହାର ଭୋଗ ପୂଜା ବସିଲେ 00:23:00
2308 2025-06-27 ବଡ଼ସିଂହାର ବେଶ ସମ୍ପୂର୍ଣ୍ଣ ହୋଇଅଛି 00:01:00
2307 2025-06-26 ବଡ଼ସିଂହାର ବେଶ ଅନୁଷ୍ଠିତ ହେଉଅଛି 23:35:00
2306 2025-06-26 ଚନ୍ଦନ ଲାଗି ସମ୍ପୂର୍ଣ୍ଣ ହୋଇଅଛି 23:31:00
2305 2025-06-26 ଚନ୍ଦନଲାଗି ମଇଲମ୍ କୁ ପାଳିଆ ଗଲେ 23:15:00
2304 2025-06-26 ସନ୍ଧ୍ୟା ଧୂପ ପୂଜା ସମ୍ପୂର୍ଣ୍ଣ ହୋଇଅଛି 22:49:00
2303 2025-06-26 ସନ୍ଧ୍ୟା ଧୂପ ଟେରା ପଡ଼ିଲା 22:33:00
2302 2025-06-26 ସନ୍ଧ୍ୟା ଧୂପ ପୂଜା ଅନୁଷ୍ଠିତ ହେଉଅଛି। 10:18:00
2301 2025-06-26 ସନ୍ଧ୍ୟା ଆଳତି ସମ୍ପର୍ଣ୍ଣ ହୋଇଅଛି। 21:22:00
2300 2025-06-26 ସନ୍ଧ୍ୟା ଆଳତି ମଇଲମ କୁ ଯାଇଛନ୍ତି। 20:50:00
2299 2025-06-26 ଦ୍ଵିତୀୟ ଭୋଗ ମଣ୍ଡପ ପୂଜା ସମ୍ପର୍ଣ୍ଣ ହୋଇଅଛି 20:37:00
2298 2025-06-26 ମଧ୍ୟାହ୍ନ ଧୂପ ପୂଜା ସମ୍ପୂର୍ଣ୍ଣ ହୋଇଅଛି 19:59:00
2297 2025-06-26 ମଧ୍ୟାହ୍ନ ଧୂପ ଟେରା ପଡ଼ିଲା 19:32:00
2296 2025-06-26 ମଧ୍ୟାହ୍ନ ଧୂପ ପୂଜା ଅନୁଷ୍ଠିତ ହେଉଅଛି 19:12:00
2295 2025-06-26 ଦ୍ଵିତୀୟ ଭୋଗ ମଣ୍ଡପ ଉଠିଲା 19:02:00
2294 2025-06-26 ଦ୍ଵିତୀୟ ଭୋଗ ମଣ୍ଡପ ଉଠିଲା 19:02:00
2293 2025-06-26 ମଧ୍ୟାହ୍ନ ଧୂପ ଛେକ ଆସିଛି, 19:02:00
2292 2025-06-26 ମଧ୍ୟାହ୍ନ ଧୂପ ଡ଼ାକିଯାଇଛନ୍ତି। 18:59:00
2291 2025-06-26 ମଇଲମ ହୋଇ, ବେଶ ସମ୍ପର୍ଣ୍ଣ ହୋଇଅଛି। 18:29:00
2290 2025-06-26 ଭୋଗମଣ୍ଡପ ପୂଜା ସମ୍ପର୍ଣ୍ଣ ହୋଇଅଛି। 17:29:00
2289 2025-06-26 ରଥ ଆଜ୍ଞାମାଳ ବିଜେ ହୋଇଅଛି। 16:44:00
2288 2025-06-26 ସକାଳ ଧୂପ ପୂଜା ସମ୍ପୂର୍ଣ୍ଣ ହୋଇଅଛି 16:35:00
2287 2025-06-26 ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳ ଧୂପ ଡାକିଯାଇ,ଛେକ ଆସି, ପୂଜା ଅନୁଷ୍ଠିତ ହେଉଅଛି। 15:25:00
2286 2025-06-26 ବେଶ ସମ୍ପର୍ଣ୍ଣ ହୋଇ, ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ସମ୍ପର୍ଣ୍ଣ ହୋଇଅଛି। 14:45:00
2285 2025-06-26 ଘଣ୍ଟ ଛତା ସର୍ବାଙ୍ଗ ସମ୍ପର୍ଣ୍ଣ ହୋଇଅଛି 13:49:00
2284 2025-06-26 ଯାତ୍ରଙ୍ଗି ମହାସ୍ନାନ ସମ୍ପର୍ଣ୍ଣ ହୋଇଅଛି 13:36:00
2283 2025-06-26 ରୋଷ ହୋମ ସମ୍ପୂର୍ଣ୍ଣ ହୋଇଅଛି 12:47:00
2282 2025-06-26 ନେତ୍ରୋତ୍ସବ ନୀତି ସମ୍ପର୍ଣ୍ଣ ହୋଇଅଛି 12:47:00
2281 2025-06-26 ଦଇତାପତି ସର୍ବାଙ୍ଗ , ବନ୍ଦାପନା ସମ୍ପର୍ଣ୍ଣ ହୋଇଛି 11:27:00
2280 2025-06-26 ପାରିମାଣିକ ଦର୍ଶନ ଚାଲୁଅଛି 07:44:00
2279 2025-06-26 ତାଟି ଫିଟି ଅଛି 07:36:00
2278 2025-06-26 ଦଶ ଅବତାର ଦିଅଁ ବାହୁଡା଼ ବିଜେ ହୋଇଛନ୍ତି 07:07:00
2277 2025-06-26 ଅବକାଶ ପୂଜା ସମ୍ପର୍ଣ୍ଣ ହୋଇଅଛି 07:03:00
2276 2025-06-26 ଅବକାଶ ପୂଜା ଅନୁଷ୍ଠିତ ହେଉଅଛି 06:48:00
2275 2025-06-26 ପଟି ଦିଅଁଙ୍କ ମଙ୍ଗଳ ଆଳତି ସମ୍ପର୍ଣ୍ଣ ହୋଇଅଛି। 06:28:00
2274 2025-06-26 ଚକା ଅପସର ବଢ଼ି, ପଟି ଦିଅଁଙ୍କ ମଙ୍ଗଳ ଆଳତି ସମ୍ପର୍ଣ୍ଣ ହୋଇଅଛି। 06:26:00
2273 2025-06-26 ଅଣସର ଶେଷ 05:38:00
2272 2025-06-26 ଗୁରୁବାର ନବଯୌବନ ଦର୍ଶନ , ନେତ୍ରୋତ୍ସବ, ରଥ ଆଜ୍ଞାମାଳ ବିଜେ
2271 2025-06-26 ରାତ୍ର ପହୁଡ ହୋଇନାହାନ୍ତି
2270 2025-06-25 ବନକଲାଗି ସାରି ଦତ୍ତ ମହାପାତ୍ର ବାହାରିଲେ। 05:29:00
2269 2025-06-25 ବନକଲାଗି ନିମନ୍ତେ ଦତ୍ତ ମହାପାତ୍ର ପ୍ରବେଶ। 01:32:00
2268 2025-06-25 ପଣା ଭୋଗ ସମ୍ପର୍ଣ୍ଣ ହୋଇଅଛି। 00:44:00
2267 2025-06-25 ଚକଟା(ଭିତର)ଭୋଗ ସମ୍ପର୍ଣ୍ଣ ହୋଇଅଛି। 23:44:00
2266 2025-06-25 ଅଣସର ନୀତି ଅନୁଷ୍ଠିତ ହେଉଅଛି। 23:44:00
2265 2025-06-25 ଜୟ ବିଜୟ ଦ୍ଵାର ବନ୍ଦ ହୋଇ ବେହରଣ ଦ୍ଵାର ଖୋଲିଲା 21:40:00
2264 2025-06-25 ବଡ ସିଂହାର ଭୋଗ ସମ୍ପର୍ଣ୍ଣ ହୋଇଅଛି 21:30:00
Scroll to Top