Shree Mandira Niti

Niti Table

Starting From Akhaya Trutia 2025

ID Date Niti Time Extra Niti Time
693 2025-05-15 ଗୁରୁବାର ବୈଶାଖ୍ୟ ମାସ -କୃର୍ଷ୍ଣପକ୍ଷ , ତିଥି -ତୃତୀୟା ,ଚନ୍ଦନ ଯାତ୍ରା ଦି୧୬ନ , ମାଜେଣା , ବୃଷ ସଂକ୍ରାନ୍ତି , ଏକାନ୍ତ,ଆଲଟଲାଗି
692 2025-05-15 ରାତ୍ର ପହୁଡ଼ ସମ୍ପର୍ଣ୍ଣ ହୋଇଅଛି 01:51:00
691 2025-05-15 ବଡ଼ସିଂହାର ବେଶ ସମ୍ପୂର୍ଣ୍ଣ ହୋଇଅଛି। 00:37:00
690 2025-05-15 ଚନ୍ଦନ ଲାଗି ସମ୍ପର୍ଣ୍ଣ ହୋଇ, ବଡ଼ସିଂହାର ବେଶ ଅନୁଷ୍ଠିତ ହେଉଅଛି। 00:05:00
689 2025-05-14 ଚନ୍ଦନ ଲାଗି ମଇଲମକୁ ଯାଇଛନ୍ତି 23:47:00
688 2025-05-14 ଜଳଲାଗି ସାରି ଦିଅଁ ଭିତରକୁ ବିଜେ ହେଉଛନ୍ତି। 23:36:00
687 2025-05-14 ଚନ୍ଦନ ଠାକୁର ବାହୁଡା଼ ବିଜେ ହୋଇଛନ୍ତି। 23:31:00
686 2025-05-14 ପଣା ଭୋଗ ପୂଜା ସମ୍ପର୍ଣ୍ଣ ହୋଇଅଛି। 23:29:00
685 2025-05-14 ପଣା ଭୋଗ ଛେକ ଆସିଅଛି 23:19:00
684 2025-05-14 ପଣା ଭୋଗ ଡାକିଗଲେ 23:11:00
683 2025-05-14 ଚନ୍ଦନ ଠାକୁରଙ୍କ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ଅଗ୍ରସର । 23:03:00
682 2025-05-14 ଆଲଟ ଲାଗି ସମ୍ପର୍ଣ୍ଣ ହୋଇଅଛି 22:42:00
681 2025-05-14 21:50:00 ଆଲଟ ଲାଗି 21:50:00
680 2025-05-14 ସନ୍ଧ୍ୟା ଧୂପ ପୂଜା ସମ୍ପର୍ଣ୍ଣ ହୋଇଅଛି 21:20:00
679 2025-05-14 ସନ୍ଧ୍ୟା ଧୂପ ପୂଜା ଅନୁଷ୍ଠିତ ହେଉଅଛି 20:30:00
678 2025-05-14 ସନ୍ଧ୍ୟା ଆଳତି ସମ୍ପୂର୍ଣ୍ଣ ହୋଇ ଅଛି 19:35:00
677 2025-05-14 ସନ୍ଧ୍ୟା ଆଳତି ମଇଲମ କୁ ଗଲେ 19:02:00
676 2025-05-14 ଦ୍ଵିତୀୟ ଭୋଗମଣ୍ଡପ ପୂଜା ସମ୍ପୂର୍ଣ୍ଣ ହୋଇଅଛି 18:41:00
675 2025-05-14 ଦ୍ଵିତୀୟ ଭୋଗମଣ୍ଡପ ଉଠିବା 17:26:00
674 2025-05-14 ମଧ୍ୟାହ୍ନ ଧୂପ ପୂଜା ସମ୍ପର୍ଣ୍ଣ ହୋଇଅଛି 17:10:00
673 2025-05-14 ବିମାନ ଉଠିଲା 17:08:00
672 2025-05-14 ମଧ୍ୟାହ୍ନ ଧୂପ ପୂଜା ଅନୁଷ୍ଠିତ ହେଉଅଛି 16:40:00
671 2025-05-14 ମଧ୍ୟାହ୍ନ ଧୂପ ଡାକି ଗଲେ 16:32:00
670 2025-05-14 ଆଜ୍ଞା ମାଳ ପାଇ ଦିଅଁ ପାଲିଙ୍କି କୁ ବିଜେ ହୋଇଛନ୍ତି 16:22:00
669 2025-05-14 ଯାତ ଭୋଗ ପୂଜା ସମ୍ପର୍ଣ୍ଣ ହୋଇଅଛି 15:39:00
668 2025-05-14 ଯାତ ଭୋଗ ପୂଜା ଅନୁଷ୍ଠିତ ହେଉଅଛି 15:29:00
667 2025-05-14 ଯାତ ଭୋଗ ଛେକ ଆସିଅଛି 15:20:00
666 2025-05-14 ବେଶ ସମ୍ପୂର୍ଣ୍ଣ ହୋଇଅଛି 14:57:00
665 2025-05-14 ଚନ୍ଦନ ଲାଗି ସମ୍ପର୍ଣ୍ଣ ହୋଇଅଛି 14:29:00
664 2025-05-14 ଆଲଟ ଲାଗି ସମ୍ପୂର୍ଣ୍ଣ ହୋଇଅଛି 14:08:00
663 2025-05-14 ଆଲଟ ଲାଗି ମଇଲମ କୁ ଗଲେ 13:27:00
662 2025-05-14 ଭୋଗମଣ୍ଡପ ପୂଜା ସମ୍ପୂର୍ଣ୍ଣ ହୋଇଅଛି 13:07:00
661 2025-05-14 ଭୋଗମଣ୍ଡପ ପୂଜା ବସିଲେ 12:59:00
660 2025-05-14 ଭୋଗମଣ୍ଡପ ଉଠିଲା 11:26:00
659 2025-05-14 ସକାଳ ଧୂପ ପୂଜା ସମ୍ପୂର୍ଣ୍ଣ ହୋଇଅଛି 11:10:00
658 2025-05-14 ସକାଳ ଧୂପ ଟେରା ପଡ଼ିଲା 10:57:00
657 2025-05-14 ସକାଳ ଧୂପ ପୂଜା ବସିଲେ 10:30:00
656 2025-05-14 ସକାଳ ଧୂପ ଛେକ ଆସିଅଛି 10:18:00
655 2025-05-14 ସକାଳ ଧୂପ ଡାକି ଗଲେ 10:10:00
654 2025-05-14 ଗୋପାଳବଲ୍ଲଭ ପୂଜା ସମ୍ପୂର୍ଣ୍ଣ ହୋଇଅଛି 09:43:00
653 2025-05-14 ଗୋପାଳବଲ୍ଲଭ ପୂଜା ବସିଲେ 09:35:00
652 2025-05-14 ଦ୍ୱାରପାଳ ପୂଜା ସମ୍ପୂର୍ଣ୍ଣ ହୋଇଅଛି 09:08:00
651 2025-05-14 ସୂର୍ଯ୍ୟ ପୂଜା ସମ୍ପୂର୍ଣ୍ଣ ହୋଇଅଛି 08:57:00
650 2025-05-14 ବେଶ ସମ୍ପୂର୍ଣ୍ଣ ହୋଇଅଛି 08:49:00
649 2025-05-14 ଅବକାଶ ପୂଜା ସମ୍ପୂର୍ଣ୍ଣ ହୋଇଅଛି 07:52:00
648 2025-05-14 ଅବକାଶ ପୂଜା ଅନୁଷ୍ଠିତ ହେଉଅଛି 07:41:00
647 2025-05-14 ତଡପଲାଗି ନୀତି ସମ୍ପୂର୍ଣ୍ଣ ହୋଇଅଛି 07:28:00
646 2025-05-14 ମଙ୍ଗଳ ଆଳତି ସମ୍ପୂର୍ଣ୍ଣ ହୋଇଅଛି 06:38:00
645 2025-05-14 ଭିତର ଶୋଧ ବାଜା ସମ୍ପୂର୍ଣ୍ଣ ହୋଇଅଛି 06:28:00
644 2025-05-14 ଭିତର ଶୋଧ ଅନୁଷ୍ଠିତ ହେଉଅଛି 05:47:00
Scroll to Top